Part - III : OSSC ASSISTANT COMMERCIAL TAX OFFICER PREVIOUS YEAR QUESTION PAPER

Board Name: Odisha Staff Selection Commission (OSSC)
Post Name: Assistant Commercial Tax Officer (Preliminary) - 2016 - SET-3 
Time: 1 1/2 Hours
Total Questions: 100
Full Marks: 100
Each Question Carries: 1 Mark
Exam Year: 2017
*There is negative marking @0.25 mark for every wrong answer




PART - III : QUESTIONS 51 - 75

OSSC Assistant Commercial Tax Officer Previous Year Question Paper:

General Awareness

  1. 'ଲାଳନ' ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ କଣ?

    1. ପାଳନ
    2. ଶାସନ
    3. ତାଡ଼ନ
    4. ବିରୋଧ
    5. ଦଣ୍ଡ
    Ans: (3)
  2. 'ଶୟନ' ଶବ୍ଦର ସନ୍ଧିବିଚ୍ଛେଦ କଲେ କଣ ହେବ?

    1. ଶି + ଅୟନ
    2. ଶି + ଅନ
    3. ଶେ + ଅନ
    4. ଶେ + ଅୟନ
    5. ଶ + ଏୟ + ନ
    Ans: (3)
  3. 'ଷଣ୍ମାତୁର' ଶବ୍ଦ କିପରି ଗଠିତ?

    1. ଷଣ୍ + ମାତୁର
    2. ଷଣ୍ + ଆତୁର
    3. ଷଟମ୍ + ଆତୁର
    4. ଷଟ୍ + ଆତୁର
    5. ଷଟ୍ + ମାତୁର
    Ans: (5)
  4. 'କର୍ମହୀନ' - ପଦର ବ୍ୟାସବାକ୍ୟ କଣ ହେବ?

    1. କର୍ମରେ ହୀନ
    2. କର୍ମରୁ ହୀନ
    3. କର୍ମହେତୁ ହୀନ
    4. କର୍ମନିମିତ୍ତ ହୀନ
    5. କର୍ମହୀନ ଯାହାର
    Ans: (1)
  5. 'ପୁଣ୍ଡରୀକ' ଶବ୍ଦର ଅର୍ଥ କଣ?

    1. ନୀଳକଇଁ
    2. ପଦ୍ମ
    3. ମଲ୍ଲୀ
    4. କେତକୀ
    5. ଆମ୍ବ
    Ans: (2)
  6. ଓଡ଼ିଆ ବ୍ୟଂଜନମାଳାର 'ସ' ଓ 'ହ' କେଉଁ ପ୍ରକାର ଧ୍ୱନି?

    1. ସ୍ପର୍ଶଧ୍ୱନି
    2. ବର୍ତ୍ସ୍ୟଧ୍ୱନି
    3. ପାର୍ଶ୍ୱକଧ୍ୱନି
    4. ଲୋଡ଼ିତଧ୍ୱନି
    5. ସଂଘର୍ଷୀଧ୍ୱନି
    Ans: (5)
  7. 'ଅରମା' ଶବ୍ଦଟି କେଉଁ ବର୍ଗର ଶବ୍ଦ?

    1. ପର୍ତ୍ତୁଗୀଜ
    2. ଆଦିବାସୀ
    3. ତୁର୍କୀ
    4. ଇଂରେଜୀ
    5. ଆରବିକ୍
    Ans: (2)
  8. 'ଅନୁଗତ' ଶବ୍ଦରେ କେଉଁ ଅର୍ଥରେ 'ଗତ' ପ୍ରତ୍ୟୟ ସଂଯୋଜିତ?

    1. ଉତ୍ପନ୍ନ ଅର୍ଥରେ
    2. ସଂପର୍କ ଅର୍ଥରେ
    3. ଅଭାବ ଅର୍ଥରେ
    4. ଆଧିକ୍ୟ ଅର୍ଥରେ
    5. ସାମ୍ୟ ଅର୍ଥରେ
    Ans: (1)
  9. 'ଗୋଡ ଭାଙ୍ଗି ଯିବାରୁ ମଣିଷଟି ବେକାର ହୋଇଗଲା' ସଂପୃକ୍ତ ବାକ୍ୟରେ 'ବେକାର' କେଉଁ ପଦ?

    1. ବିଶେଷ୍ୟ
    2. ସର୍ବନାମ
    3. ବିଶେଷଣ
    4. ଅବ୍ୟୟ
    5. କ୍ରିୟା
    Ans: (3)
  10. ତୁମକୁ ମଝିରେ ମଝିରେ ରଗେଇ ଦେଲେ ଭାରି ମଜା ଲାଗେ - ଏହି ବାକ୍ୟରେ 'ରଗେଇ' କେଉଁ ପ୍ରକାର କ୍ରିୟା?

    1. ନାମଧାତୁ
    2. ସରଳ
    3. ଯୋଗରୂଢ଼
    4. ପ୍ରେରଣାର୍ଥକ
    5. ସକର୍ମକ
    Ans: (4)


  11. 'ପ୍ରଶ୍ନର ଉତ୍ତର ସଂକ୍ଷେପରେ ଲେଖ' ଏଠାରେ 'ସଂକ୍ଷପରେ' କେଉଁ ଅର୍ଥରେ କେଉଁ ବିଭକ୍ତି ହୋଇଛି?

    1. ହେତୁ ଅର୍ଥେ 3ୟା
    2. ବିନିମୟ ଅର୍ଥରେ 3ୟା
    3. ପ୍ରୟୋଜନ ଅର୍ଥରେ 3ୟା
    4. ଅପବର୍ଗେ 3ୟା
    5. କ୍ରିୟାବିଶେଷଣେ 3ୟା
    Ans: (5)
  12. ଯୋଗ୍ୟତା ଅର୍ଥରେ କେଉଁଠାରେ 4ର୍ଥୀ ବିଭକ୍ତି ହୋଇଛି?

    1. ଖରାକୁ ଛତା
    2. କାନକୁ ସୁନା
    3. ଗୁରୁଙ୍କୁ ପ୍ରଣାମ
    4. ସନ୍ତାନକୁ ସ୍ନେହ
    5. ବଡ଼ଲୋକକୁ ଉତ୍ତର
    Ans: (2)
  13. "କବିମାନଙ୍କ ମଧ୍ୟରେ ଉପେନ୍ଦ୍ର ଭଂଜ ଶ୍ରେଷ୍ଠ " ଏଠାରେ 'କବିମାନଙ୍କ ମଧ୍ୟରେ' କେଉଁ ଅର୍ଥରେ କେଉଁ ବିଭକ୍ତି ହୋଇଛି?

    1. ନିର୍ଦ୍ଦାରଣେ 7ମୀ
    2. ବୀପ୍ସା ଅର୍ଥରେ 7ମୀ
    3. ଆଦର ବା ଅନାଦର ଅର୍ଥରେ 7ମୀ
    4. ପ୍ରୟୋଜନ ଅର୍ଥରେ 7ମୀ
    5. ଭାବେ 7ମୀ
    Ans: (1)
  14. 'ତୋଷ' ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ କଣ?

    1. ଅତୋଷ
    2. ଅତୃପ୍ତ
    3. ଅତୁଷ୍ଟ
    4. ରୋଷ
    5. ତୋଷହୀନ
    Ans: (4)
  15. 'ରକ୍ତ ଚାଉଳ ଚୋବାଇବା' ରୂଢ଼ିର ଅର୍ଥ କଣ?

    1. ଅନିଷ୍ଟ କରିବା
    2. କ୍ରୋଧିତ ହେବା
    3. ତନ୍ତ୍ର କରିବା
    4. ବଶ କରିବା
    5. ଘୃଣା କରିବା
    Ans: (2)
  16. କେଉଁଟି ଶୁଦ୍ଧ ଶବ୍ଦ ରୂପ?

    1. ସୁସୁପ୍ତି
    2. ସୁସୂପ୍ତି
    3. ଶୁସୁପ୍ତି
    4. ସୁଷୁପ୍ତି
    5. ଶୁଷୁପ୍ତି
    Ans: (4)
  17. 'ହୀରାକୁଦ' ଠାରେ କେଉଁ ସମାସ ହୋଇଛି?

    1. ବହୁବ୍ରୀହି
    2. ଦ୍ୱନ୍ଦ୍ୱ
    3. କର୍ମଧାରୟ
    4. ନିତ୍ୟ
    5. ତତ୍ପୁରୁଷ
    Ans: (4)
  18. 'ତୁମେ କେଉଁ କଲେଜ କଥା କହୁଛ' ଏହା କେଉଁ ପ୍ରକାର ବାକ୍ୟ?

    1. ସରଳ
    2. ଯୌଗିକ
    3. ଜଟିଳ
    4. ମିଶ୍ର
    5. ଖଣ୍ଡବାକ୍ୟ
    Ans: (1)
  19. 'ଘଟଣାଟି ଏଇଠି ଶେଷ ହେଉ, ଏହା ସେ କାମନା କରୁଥିଲେ।' ଏହା କେଉଁ ପ୍ରକାର ବାକ୍ୟ ?

    1. ସରଳ
    2. ଯୌଗିକ
    3. ଜଟିଳ
    4. ମିଶ୍ର
    5. ଖଣ୍ଡବାକ୍ୟ
    Ans: (3)
  20. 'ନାକ ଛିଞ୍ଚାଡ଼ିବା' ରୂଢ଼ିର ଅର୍ଥ କଣ?

    1. ଅପସନ୍ଦ କରିବା
    2. ଅପମାନିତ କରିବା
    3. ହଇରାଣ କରିବା
    4. ଅନିଷ୍ଟ କରିବା
    5. ଘୃଣା କରିବା
    Ans: (5)


  21. କେଉଁଟି 'ଦ୍ୱିଜ' ଶବ୍ଦର ଅର୍ଥ ନୁହେଁ?

    1. ପକ୍ଷୀ
    2. ଗଜ
    3. ବ୍ରାହ୍ମଣ
    4. ସର୍ପ
    5. ଦାନ୍ତ
    Ans: (2)
  22. 'ଅଦ୍ରି' ଶବ୍ଦର ଅର୍ଥ କଣ?

    1. ପବନ
    2. ପାଣି
    3. ପୃଥିବୀ
    4. ପର୍ବତ
    5. ପୋଖରୀ
    Ans: (4)
  23. କେଉଁଟି ଶୁଦ୍ଧ ଶବ୍ଦ ରୂପ?

    1. ଭୌଗୋଳିକ
    2. ଭୌଗଳିକ
    3. ଭୌଗଳୀକ
    4. ଭୌଗୋଳୀକ
    5. ଭୂଗଳିକ
    Ans: (1)
  24. କେଉଁଟି କୃଦନ୍ତ ପଦ ଚିହ୍ନାଅ?

    1. ନୈତିକ
    2. ମାଗଧ
    3. ମାଗଣା
    4. ଚୌର
    5. ଆରଣ୍ୟ
    Ans: (3)
  25. କେଉଁଟି ତଦ୍ଧିତ ପଦ ଚିହ୍ନାଅ?

    1. ମାଡ଼
    2. ଖସଡ଼ା
    3. ଉଠାଣି
    4. କଟାଳି
    5. ମୁକୁଳିତ
    Ans: (5)

1 Comments

Please Comment & Share to Support us - Thank You
ଦୟାକରୀ ନିଜର ମତାମତ ଦିଅନ୍ତୁ ଓ ସେୟାର କରି ସହଯୋଗ କରନ୍ତୁ - ଧନ୍ୟବାଦ
कृपया हमें समर्थन करने के लिए टिप्पणी करें और शेयर करें - धन्यवाद

Previous Post Next Post

Responsive Ad