Board Name: Odisha Staff Selection Commission (OSSC)
Post Name: Vital Statistical Clerk (Prelim) - 2016 Set-1
Time: 1 1/2 Hours
Total Questions: 100
Full Marks: 100
Each Question Carries: 1 Mark
Exam Year: 2017
PART - V : QUESTIONS 81 - 100
OSSC Vital Statistics Clerk Previous Year Question Paper:
Direction (Q. Nos. 81 to 85) : Pick out the most effective word out of the given alternatives to fill in the blank(s) in the following questions:
The mourners were _______ loudly.
- crying
- sobbing
- wailing
- weeping
- whimpering
Because the House has the votes to override a Presidential veto, the President has choice but to ________
- abdicate
- abstain
- compromise
- capitulate
- object
Man has no choice but to seek truth and the quest for truth is part of what makes us ________
- aggressive
- different
- human
- intelligent
- noble
Because of his _______, Rahul's guests felt very welcome and comfortable staying at his house for the weekend.
- animosity
- determination
- hospitality
- severity
- witness
Because of his _______, Rahul's guests felt very welcome and comfortable staying at his house for the weekend.
- animosity
- determination
- hospitality
- severity
- witness
ଓଡ଼ିଆରେ 'କ' ଠାରୁ 'ମ' ଯାଏ ବ୍ୟଞ୍ଜନ ବର୍ଣ୍ଣଙ୍କୁ କେତୋଟି ବର୍ଗରେ ବିଭକ୍ତ କରାଯାଏ?
- 2 ଟି
- 3 ଟି
- 4 ଟି
- 5 ଟି
- 6 ଟି
ଓଡ଼ିଆ ଶବ୍ଦମାଳାରେ କେତେ ପ୍ରକାର ଶବ୍ଦର ବ୍ୟବହାର ଦେଖାଯାଏ?
- 2 ପ୍ରକାର
- 3 ପ୍ରକାର
- 4 ପ୍ରକାର
- 6 ପ୍ରକାର
- 8 ପ୍ରକାର
'କାଗଜ' କେଉଁ ଭାଷାର ଶବ୍ଦ?
- ସଂସ୍କୃତ
- ପାର୍ଶୀ
- ଆରବିକ୍
- ଇଂରେଜୀ
- ପର୍ତ୍ତୁଗୀଜ
'କର୍ମମୟ' ______ କେଉଁ ପଦ?
- ସର୍ବନାମ
- ଅବ୍ୟୟ
- କ୍ରିୟା
- ବିଶେଷ୍ୟ
- ବିଶେଷଣ
କେଉଁ ବିଭକ୍ତିରେ କାରକ ହୁଏ ନାହିଁ?
- 7 ମୀ
- 6 ଷ୍ଠୀ
- 5 ମୀ
- 4 ର୍ଥୀ
- 3 ୟା
'ଅଙ୍ଗ' ବିକାରରେ କେଉଁ ବିଭକ୍ତି ହୁଏ?
- 1 ମା
- 2 ୟା
- 3 ୟା
- 5 ମୀ
- 7 ମୀ
'ଅାବିଳ'ର ବିପରୀତାର୍ଥବୋଧକ ଶବ୍ଦ କଣ?
- ଅନାବିଳ
- ନିରାବିଳ
- ସୁନାବିଳ
- ସ୍ୱଚ୍ଛ
- ପରିଷ୍କାର
'ବିଦ୍ୟାହୀନ' କେଉଁ ସମାସ?
- ଦ୍ୱିତୀୟା ତତ୍ ପୁରୁଷ
- ତୃତୀୟା ତତ୍ ପୁରୁଷ
- ଚତୁର୍ଥୀ ତତ୍ ପୁରୁଷ
- ପଞ୍ଚମୀ ତତ୍ ପୁରୁଷ
- ସପ୍ତମୀ ତତ୍ ପୁରୁଷ
ନରନାରାୟଣ କେଉଁ ସମାସ?
- ତତ୍ ପୁରୁଷ
- କର୍ମଧାରୟ
- ଦ୍ୱିଗୁ
- ବହୁବ୍ରୀହି
- ଦ୍ୱନ୍ଦ୍ୱ
'ବାଆକୁ ବତା' ରୂଢ଼ିର ଉପଯୁକ୍ତ ଅର୍ଥ କେଉଁଟି?
- ଅସହାୟତା
- ଉପଯୁକ୍ତ ସହାୟତା
- ଏକମାତ୍ର ସହାୟ
- କ୍ଷୀଣ ଆଶ୍ରୟ
- ନିର୍ଭରଯୋଗ୍ୟ ଆଶ୍ରୟ
କେଉଁଟି ଶୁଦ୍ଧ ରୂପ ଚିହ୍ନାଅ?
- ସୂସୁପ୍ତି
- ସୁସୂପ୍ତି
- ସୁଷୁପ୍ତି
- ଶୁଶୁପ୍ତି
- ସୁଶୁପ୍ତି
କେଉଁଟି ଶୁଦ୍ଧ ଶବ୍ଦରୂପ ଚିହ୍ନାଅ?
- ଆନୁଷଙ୍ଗିକ
- ଆନୂଷଙ୍ଗିକ
- ଆନୁସଙ୍ଗିକ
- ଆନୁସଙ୍ଗୀକ
- ଆନୁଶଙ୍ଗୀକ
କୌନ୍ତେୟ ଠାରେ କେଉଁ ଅର୍ଥରେ 'ଏୟ' ପ୍ରତ୍ୟୟ ହୋଇଛି?
- ଉକ୍ତି ଅର୍ଥରେ
- ଅପତ୍ୟ ଅର୍ଥରେ
- କୃତ ଅର୍ଥରେ
- ସମ୍ୱନ୍ଧ ଅର୍ଥରେ
- ହିତ ଅର୍ଥରେ
କେଉଁଟି ଆକାଶର ପ୍ରତିଶବ୍ଦ ନୁହେଁ?
- ଖ
- ସ୍ୱର୍ଗ
- ଶୂନ୍ୟମଣ୍ଡଳ
- ନଭ
- ଶୀଳ
ଗୁଜ୍ଜରୀ ରାଗର ପ୍ରତି ପାଦର ଅକ୍ଷର ସଂଖ୍ୟା କେତେ?
- 17
- 14
- 12
- 9
- 8
Ans: (3)
Ans: (5)
Ans: (4)
Ans: (3)
Ans: (3)
Ans: (4)
Ans: (3)
Ans: (2)
Ans: (5)
Ans: (2)
Ans: (3)
Ans: (1)
Ans: (2)
Ans: (5)
Ans: (4)
Ans: (3)
Ans: (1)
Ans: (2)
Ans: (5)
Ans: (4)